Featuredଜାତୀୟରାଜନୀତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ବଢିଲା ଅତିଶୀଙ୍କ ଅଡୁଆ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ବଢିଲା ଅତିଶୀଙ୍କ ଅଡୁଆ। ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅତିଶୀଙ୍କୁ ନୋଟିସ ଦେଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ବିଧାୟକଙ୍କୁ ଘୋଡ଼ାବେପାର ମାମଲାରେ ଅତିଶୀଙ୍କୁ ପ୍ରମାଣ ମାଗିଛି ଦିଲ୍ଲୀ ପୋଲିସ।

ଯେଉଁ ବିଧାୟକଙ୍କୁ କିଣିବାକୁ ଟଙ୍କା ଯଚା ଯାଇଥିବା ଅଭିଯୋଗ କରିଥଲେ ସେମାନଙ୍କର ତାଲିକା ଦେବାକୁ କହିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ମନ୍ତ୍ରୀ ଅତିଶୀଙ୍କ ଘରେ ନୋଟିସ ଦେଇ ଫେରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ୍।

Related Articles

Back to top button
WP Twitter Auto Publish Powered By : XYZScripts.com