Featuredଅନ୍ୟାନ୍ୟ

ଉଦ୍‌‌ଯାପିତ ହୋଇଛି ଐତିହାସିକ କଟକ ବାଲିଯାତ୍ରା

ଉଦ୍‌‌ଯାପିତ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ଶେଷ ଦିନରେ ପ୍ରାୟ ୪ ଲକ୍ଷ ଲୋକ ଯାତ୍ରା ଉପଭୋଗ କରି ଘରକୁ ଫେରିଥିଲେ ।

ମହାନଦୀ ପଠାରେ ୧୪୦୦ରୁ ଅଧିକ ଷ୍ଟଲ୍‌‌ ସାଙ୍ଗକୁ ୨ ହଜାରରୁ ଅଧିକ ବ୍ୟବସାୟୀ ଘରକୁ ଫେରିଯିବେ। ଗତ ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ପାଇଁ ବାଲିଯାତ୍ରା ହୋଇପାରିନଥିଲା। ଗତବର୍ଷ ତଥା ୨୦୨୨ ବାଲିଯାତ୍ରାର ଜାତୀୟ ପଲିଶ୍ରୀ ମେଳାରେ ୨୨ କୋଟି ଟପିଥିଲା ବ୍ୟବସାୟ।

Related Articles

Back to top button
WP Twitter Auto Publish Powered By : XYZScripts.com