ମନୋରଞ୍ଜନ

ପୁଣି ମା’ ହେବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା

ପୁଣି ମା’ ହେବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ବାପା ହେବେ ଭାରତୀୟ ଟିମ୍‌ର ଷ୍ଟାର୍‌ କ୍ରିକେଟର୍ ବିରାଟ କୋହଲି। ନିଜ ଦ୍ୱିତୀୟ ସନ୍ତାନକୁ ଘରକୁ ସ୍ୱାଗତ କରିବେ ବିରୁଷ୍କା। ଏନେଇ ଖୁଲାସା କରିଛନ୍ତି ବିରାଟ କୋହଲିଙ୍କ ବନ୍ଧୁ ତଥା ଆର୍‌ସିବିର ପୂର୍ବତନ ଖେଳାଳି ଏବି ଡିଭିଲିୟର୍ସ।

ସେ ଏକ ଭିଡିଓ ସେଆର କରି ଏହି ଖୁସି ଖବର ଦେଇଛନ୍ତି। ଫଳରେ ସମସ୍ତ ଚର୍ଚ୍ଚା ଉପରୁ ପରଦା ଉଠିଛି।

Related Articles

Back to top button