Featuredଜାତୀୟ

ଚୀନା ଗୁପ୍ତଚର ସନ୍ଦେହରେ ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ

ଚୀନା ଗୁପ୍ତଚର ସନ୍ଦେହରେ ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଅଟକ ଥିବା ‌ଗୋଟାଏ କଳାପାରାକୁ ମୁକ୍ତ କରାଯାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ସ‌େ ପାରା ଗୋଡ଼ରେ ଲାଗିଥିବା ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍‌ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍‌ ଥିବା କଥା ଜଣାପଡ଼ିବା ପରେ ତାକୁ ଅଟକ ରଖାଯାଇଥିଲା। ପରିଶେଷରେ ଜଣାପଡ଼ିଲା, ନିରୀହ ପରାଟି ଗୁପ୍ତଚର ନୁହେଁ।

Related Articles

Back to top button
WP Twitter Auto Publish Powered By : XYZScripts.com