ଜାତୀୟ

ଭାରତର ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରମୁଖ ରେଟିଂ ଏଜେନ୍ସି ‘କ୍ରିସିଲ’ ବଡ଼ ଅାକଳନ କରିଛି

ଭାରତର ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରମୁଖ ରେଟିଂ ଏଜେନ୍ସି ‘କ୍ରିସିଲ’ ବଡ଼ ଅାକଳନ କରିଛି। ଚଳିତ ଆର୍ଥିକ ବର୍ଷ(୨୦୨୩-୨୪)ରେ ଜାତୀୟ ଅଭିବୃଦ୍ଧି ହାର ସର୍ବାଧିକ ଭାବେ ୭.୩ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି।

ତେବେ ଆସନ୍ତା ଆର୍ଥିକ ବର୍ଷ(୨୦୨୪-୨୫)ରେ ଏହି ହାର ରେ ସାମାନ୍ୟ ପରିବର୍ତ୍ତନ ଘଟିବା ସହିତ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ। ଏହିକ୍ରମରେ ଚଳିତ ଦଶନ୍ଧି ଶେଷ ଅର୍ଥାତ୍ ୨୦୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭାରତର ହାରାହାରି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବା ନେଇ କ୍ରିସିଲ ଆକଳନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com