ଅନ୍ତର୍ଜାତୀୟ
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ
![](https://i0.wp.com/odia.mobilenews24x7.com/wp-content/uploads/2024/02/Collage_Maker-16-Feb-2023-0547-AM_1706958087557_1706958087851.webp?resize=780%2C470&ssl=1)
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ ଟେସଲା କର୍ମଚାରୀଙ୍କୁ ଟେକ୍ସାସରେ ଗିରଫ କରାଯାଇଛି।
କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି ଅନ୍ୟ ଏକ ପୋଷ୍ଟରେ ଏହା ଲେଖା ଯାଇଛି ଯେ ମୁଁ ଟେକ୍ସାସରେ ପହଞ୍ଚିବି, ଯେଉଁଠାରେ ଅନେକ ଦିଗରେ ଯୁଦ୍ଧ ଆରମ୍ଭ ହୋଇଛି।