ଓଡ଼ିଶା

ନୂଆ ରୂପ ପାଇବା ପରେ ଏବେ ନୂଆ ନାମ ମଧ୍ୟ ପାଇଛି ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ

ନୂଆ ରୂପ ପାଇବା ପରେ ଏବେ ନୂଆ ନାମ ମଧ୍ୟ ପାଇଛି ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ । ଆଜିଠାରୁ ଭାରତର ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ।

ରାଜଦାନୀ ଭୁବନେଶ୍ୱରର ନବନିର୍ମିତ ବରମୁଣ୍ଡା ବସ ଟର୍ମିନାଲ ଏବେ ଆମ୍ବେଦକର ବସ୍ ଟର୍ମିନାଲ ନାମରେ ଏକ ନୂଆ ପରିଚୟ ପାଇବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com