ଜାତୀୟ

କୋବି ମଞ୍ଚୁରିଆନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଛି

କୋବି ମଞ୍ଚୁରିଆନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଛି। କାରଣ ଦେଶରେ ଏକ ସହରରେ ଏହି ଡିସ୍‌କୁ ବ୍ୟାନ କରାଯାଇଛି। କୋବି ମଞ୍ଚୁରିଆନ ଏକ ଫ୍ୟୁଜନ ଡିସ୍‌ ଅଟେ। ଯାହାକୁ ସାଧାରଣତଃ ଟମାଟୋ ସସ୍‌ ସହ ପରଷା ଯାଇଥାଏ।

ଏହି ଡିସ୍‌ ଅନେକ ଲୋକଙ୍କର ପସନ୍ଦିଆ ଖାଦ୍ୟ ଅଟେ। ତେବେ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସିନ୍ଥେଟିକ ରଙ୍ଗ ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଗୋଆର ଏକ ସହରରେ ଏହି ଡିସ୍‌କୁ ବ୍ୟାନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com