ଜାତୀୟ

ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବାବେଳେ ଭାରତୀୟଙ୍କ ଗର୍ବର ବିଷୟ ପାଲଟିଛି

ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବାବେଳେ ଭାରତୀୟଙ୍କ ଗର୍ବର ବିଷୟ ପାଲଟିଛି । ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଇସ୍ରୋର ଆଗାମୀ ମିଶନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଇସ୍ରୋ ପକ୍ଷରୁ ମହାକାଶର ଅନ୍ତରୀକ୍ଷକୁ ପ୍ରଥମ ମହିଳା ରୋବଟ ଯିବ । ଏହି ମହିଳା ରୋବଟର ନାମ ହେଉଛି ଭେମମିତ୍ର । ଏହି ମହିଳା ରୋବଟକୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଥମ ରୋବଟ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ମହାକାଶଚାରମାନେ ଯିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com