ଅନ୍ତର୍ଜାତୀୟ

ନିର୍ବାଚନର ତିନି ଦିନ ପୂର୍ବରୁ ପାକିସ୍ତାନର ଏକ ପୁଲିସ ଷ୍ଟେସନରେ ଆତଙ୍କୀ ହମଲା

ନିର୍ବାଚନର ତିନି ଦିନ ପୂର୍ବରୁ ପାକିସ୍ତାନର ଏକ ପୁଲିସ ଷ୍ଟେସନରେ ଆତଙ୍କୀ ହମଲା। ଏଥିରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

ଡେରା ଇସମାଇଲ ଖାନ ସ୍ଥିତ ଚୋଡୱାନ ପୁଲିସ ଷ୍ଟେସନରେ ହମଲା କରିଥିଲେ ଆତଙ୍କବାଦୀ। ଦେଶରେ ଫେବ୍ରୁଆରୀ ୮ରେ ନିର୍ବାଚନ ଥିବାବେଳେ ଏହାର ତିନି ଦିନ ପୂର୍ବରୁ ହମଲା କରିଛନ୍ତି ଆତଙ୍କବାଦୀ।

Related Articles

Back to top button