ଶିକ୍ଷା

ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ କିମ୍ବା ଅନିୟମିତତାକୁ ନେଇ ନାନା ଅବହେଳା ସାମ୍ନାକୁ ଆସୁଛି

ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ କିମ୍ବା ଅନିୟମିତତାକୁ ନେଇ ନାନା ଅବହେଳା ସାମ୍ନାକୁ ଆସୁଛି । ଏ ଅସୁବିଧାକୁ ସମାଧାନ କରିବା ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି ।

ଏହି ବିଧେୟକର ବ୍ୟବସ୍ଥାକୁ ଉଲଂଘନ କଲେ ସର୍ବନିମ୍ନ ୩ ରୁ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା, ସଂଗଠିତ ଅପରାଧ ପାଇଁ ୫ ରୁ ୧୦ ବର୍ଷ ଜେଲଦଣ୍ଡ ଓ ସର୍ବନିମ୍ନ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ଆଦାୟ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com