ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି।

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ସୋନାକ୍ଷୀଙ୍କ ମ୍ୟାନେଜରଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ମ୍ୟାନେଜର ମାଲବିକା ପଞ୍ଜାବୀଙ୍କ ବ୍ୟତୀତ ଏହି ମାମଲାରେ ଧୋମିଲ ଠକର ଏବଂ ଗର୍ଲ ଶକାରିଆ ଜଡିତ ଥିବା ଜଣାପଡିଛି। ଏହି ମାମଲାରେ ସୋନାକ୍ଷୀ ଫେବୃଆରୀ ୨୮ ପର୍ଯ୍ୟନ୍ତ ହାଇକୋର୍ଟରୁ ଷ୍ଟେ ପାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com