ଜାତୀୟ

ଦେଶର ଦକ୍ଷିଣାଞ୍ଚଳରେ ନିଜର ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଥିବା ଶାସକ ବିଜେପି ଦଳକୁ ଲାଗିଛି ଶକ୍ତ ଧକ୍କା

ଦେଶର ଦକ୍ଷିଣାଞ୍ଚଳରେ ନିଜର ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଥିବା ଶାସକ ବିଜେପି ଦଳକୁ ଲାଗିଛି ଶକ୍ତ ଧକ୍କା । କେନ୍ଦ୍ର ବିରୋଧରେ ତେଜିଛି ଦାକ୍ଷିଣାତ୍ଯ ରାଜ୍ୟଙ୍କ ଆନ୍ଦୋଳନ ।

ପ୍ରତିବାଦ ଆନ୍ଦୋଳନରେ ଏକ ହୋଇଛନ୍ତି କର୍ଣ୍ଣାଟକ, କେରଳ ଓ ତାମିଲନାଡୁ । ଦିଲ୍ଲୀ ଯନ୍ତରମନ୍ତରରେ କର୍ଣ୍ଣାଟକ ପ୍ରଥମେ ବିକ୍ଷୋଭ କରିଥିବାବେଳେ ଆଉ ୨ ରାଜ୍ୟ କେରଳ ଓ ତାମିଲନାଡୁ ସାମିଲ ହୋଇଛନ୍ତି । ରାଜ୍ୟ ବିକାଶରେ ପାଣ୍ଠି ଯୋଗାଣରେ ପାତରଅନ୍ତର ଅଭିଯୋଗ କ୍ରମେ ଏହି ଆନ୍ଦୋଳନ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com