ଅନ୍ତର୍ଜାତୀୟ

ଆମେରିକାର ବାମ ଲେବର ସରକାର ଦେଶରେ ଏହି ବିଧେୟକ ପାସ୍‌ କରିବା ପାଇଁ ଆଲୋଚନା କରୁଛନ୍ତି

ଆମେରିକାର ବାମ ଲେବର ସରକାର ଦେଶରେ ଏହି ବିଧେୟକ ପାସ୍‌ କରିବା ପାଇଁ ଆଲୋଚନା କରୁଛନ୍ତି। ଅଷ୍ଟ୍ରେଲୀୟ ଇଣ୍ଡିପେଣ୍ଡେଣ୍ଟ ସିନେଟରମାନେ, ଗ୍ରୀନ୍ସ ପାର୍ଟିର ସଦସ୍ୟଙ୍କ ସହ ଆଲୋଚନା ପରେ ଚଳିତ ସପ୍ତାହରେ ଏହି ବିଧେୟକ ପାରିତ କରିବାର ଆଲୋଚନା କରୁଛନ୍ତିି।

ବିନା କାରଣ ନ ଥାଇ ମଧ୍ୟ ଘଣ୍ଟା ଘଣ୍ଟା ଧରି କଲ୍‌ ଡିକ୍ଲାଇନ କରିବା ସହ ଇମେଲର ବି ରିପ୍ଲାଏ ଦେବାକୁ ବାଧ୍ୟତା ନୁହେଁ ବୋଲି ଏହି ବିଲ୍‌ରେ ଉଲ୍ଲେଖ ରହିଛି। ଯଦି ଆପଣଙ୍କୁ କେହି ବାରମ୍ବାର କଲ୍‌ କରନ୍ତି ତେବେ ସେମାନେ ଦୋଷୀ ସାବ୍ୟସ୍ତ ହେବେ।

Related Articles

Back to top button