ଓଡ଼ିଶା

ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି

ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି । ଗୋଟିଏ ଟ୍ରାକରେ ୩ଟି ଟ୍ରେନ ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା ।

ବାହାନଗା ଭଳି ପୁଣିଥରେ ଏକ ଭୁଲ ସିଗନାଲ ପାଇଁ ଗୋଟିଏ ଟ୍ରାକରେ ୩ଟି ଯାକ ଟ୍ରେନ ଆଗେଇ ଚାଲିଥିଲେ । କିନ୍ତୁ ଦୁର୍ଘଟଣା ଘଟିବା ପୂର୍ବରୁ ଲୋକୋ ପାଇଲଟ ଟ୍ରେନକୁ ରୋକିବାରେ ସଫଳ ହୋଇଛନ୍ତି । ଫଳରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com