ଜାତୀୟ

ଭାରତର ବଡ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ବିମାନ ନିର୍ମାଣ କରିବାକୁ ଯାଉଛି

ଭାରତର ବଡ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ବିମାନ ନିର୍ମାଣ କରିବାକୁ ଯାଉଛି । ବାୟୁସେନାରେ ପରିବହନ ପାଇଁ ବ୍ୟବହୃତ ହେଉଥିବା ପରିବହନ ବିମାନ ନିର୍ମାଣ କରିବ ମହିନ୍ଦ୍ରା ।

ଏନେଇ ମହିନ୍ଦ୍ରା ଓ ବ୍ରାଜିଲର ଏମ୍ବରେୟର କମ୍ପାନୀ ସହ ଚୁକ୍ତି ହୋଇଛି । ଏହି ଚୁକ୍ତିନାମାରେ ଭାରତ ସରକାରଙ୍କ ମଧ୍ୟମ ପରିବହନ ଏୟାରକ୍ରାଫ୍ଟ ପ୍ରୋକରମେଣ୍ଟ ପ୍ରୋଜେକ୍ଟ ଆଧାରରେ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com