ବିଜ୍ଞାନ ଓ ପ୍ରଯୁକ୍ତି

ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି

ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌ ପ୍ରୋଟୋଟାଇପ ବିକଶିତ ହେଉଛି।

ଯାହା ହୋରାଇଜେଣ୍ଟାଲ ଭାବରେ ଫୋଲ୍ଡ ହେବ। ଏହି ଆଗାମୀ ହ୍ୟାଣ୍ଡସେଟ୍‌ଗୁଡ଼ିକ ଗାଲାକ୍ସି ଜେ ଫ୍ଲିପ୍‌-୫ର ପ୍ରତ୍ୟକ୍ଷ ପ୍ରତିଯୋଗୀ ହେବ। ଏହି ଫୋଲଡେବଲ ଫୋନଗୁଡ଼ିକ ଆଗାମୀ କିଛି ବର୍ଷ ମଧ୍ୟରେ ମାସ୍‌ ପ୍ରଡକ୍ସନରେ ଯିବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Related Articles

Back to top button