ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ବୈଜ୍ଞାନିକମାନେ ମଣିଷ, ପଶୁ, ପକ୍ଷୀ, ବିଭିନ୍ନ ଜୀବଜନ୍ତୁ, ପୃଥିବୀ, ଜଳ, ବାୟୁ ଓ ଆକାଶକୁ ନେଇ ନିରନ୍ତର ଭାବେ ଗବେଷଣା ଜାରି ରଖିଛନ୍ତି

ବୈଜ୍ଞାନିକମାନେ ମଣିଷ, ପଶୁ, ପକ୍ଷୀ, ବିଭିନ୍ନ ଜୀବଜନ୍ତୁ, ପୃଥିବୀ, ଜଳ, ବାୟୁ ଓ ଆକାଶକୁ ନେଇ ନିରନ୍ତର ଭାବେ ଗବେଷଣା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଗଭୀର ସମୁଦ୍ରର ଜଳରାଶି ଭିତରୁ ଏକ ବିଶାଳକାଳୟ ପର୍ବତର ଆବିଷ୍କାର କରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି ଉଚ୍ଚତମ ପର୍ବତର ଉଚ୍ଚତା ୩ କିଲୋମିଟରରୁ ଅଧିକ ହେବ ବୋଲି କୁହାଯାଉଛି । ଦକ୍ଷିଣ ଓ ମଧ୍ୟ ଆମେରିକାର ପଶ୍ଚିମ ତଟବର୍ତ୍ତୀ ସମୁଦ୍ର ଭିତରୁ ଏପରି ୪ଟି ନୂଆ ଆବିଷ୍କାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com