କ୍ରୀଡ଼ା

ଫେବୃଆରୀ ୧୧ରେ ବେନୋନିର ୱିଲିମୁର ପାର୍କରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମ୍ୟାଚ ଖେଳାଯିବ

ଫେବୃଆରୀ ୧୧ରେ ବେନୋନିର ୱିଲିମୁର ପାର୍କରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମ୍ୟାଚ ଖେଳାଯିବ। ୬ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଶେଷ ଥର ପାଇଁ ପୁରୁଷ ବିଶ୍ୱକପ ୨୦୨୩ରେ ଦୁଇ ଦଳ ମଧ୍ୟରେ ଏକ ଫାଇନାଲ୍‌ ମ୍ୟାଚ ହୋଇଥିଲା। ଏଥିରେ କଙ୍ଗାରୁ ଦଳ ଜିତିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com