କ୍ରୀଡ଼ା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ ଝଟକା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ ଝଟକା | ନିଲମ୍ବିତ ହେଲେ ଅଧିନାୟକ ଋଷବ ପନ୍ତ | ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସର ମନ୍ଥର ଓଭର ରେଟ୍ ଅପରାଧ ହେତୁ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି।

ଏହା ସହ ପନ୍ତଙ୍କ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି |

Related Articles

Back to top button
WP Twitter Auto Publish Powered By : XYZScripts.com