ମନୋରଞ୍ଜନ

ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣି ଲୋକଙ୍କୁ ମନୋରଞ୍ଜନ କରିବା ହେଉଛନ୍ତି ପ୍ରସ୍ତୁତ

ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣି ଲୋକଙ୍କୁ ମନୋରଞ୍ଜନ କରିବା ହେଉଛନ୍ତି ପ୍ରସ୍ତୁତ । ଖବର ଅଛି ଯେ ଅକ୍ଷୟ କୁମାର ଖୁବ୍ ଶୀଘ୍ର ଫିଲ୍ମ ‘ସରଫିରା’ରେ ନଜର ଆସିବେ।

ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ରାଧିକା ମଦନ ତାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଜାତୀୟ ପୁରସ୍କାର ବିଜେତା Sudha Kongara Prasad ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଟନ୍ତି। ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ‘ସରଫିରା’ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com