ଅନ୍ତର୍ଜାତୀୟ

କ୍ରିମିଆ ନିକଟରେ ୟୁକ୍ରେନ ରୁଷିଆର ଏକ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା ଦାବି କରିଛି

କ୍ରିମିଆ ନିକଟରେ ୟୁକ୍ରେନ ରୁଷିଆର ଏକ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା ଦାବି କରିଛି । ୟୁକ୍ରେନର ସେନା କହିଛି ଯେ ଜାହାଜଟି ଋଷ ଅଧିକୃତ କ୍ରିମିଆ ଉପଦ୍ୱୀପର ଜଳରେ ଥିଲା ।

ସୋସିଆଲ ମିଡିଆରେ ସୂଚନା ଦେଇ ୟୁକ୍ରେନର ସେନା କହିଛି ଯେ ଆକ୍ରମଣ ସମୟରେ ରୁଷୀୟ ନୌସେନାର ବ୍ଲାକ୍ ସିରେ ଫ୍ଲିଟ୍ ର ଜାହାଜ ସିଜର କୁନିକୋଭ ରିସୋର୍ଟ ସହର ଆଲପୁକା ନିକଟରେ ଥିଲା । ଏହା ଏକ ବଡ଼ ଅବତରଣ ଜାହାଜ ଯାହା ଡ୍ରୋନ୍ ଆକ୍ରମଣରେ ବୁଡ଼ି ଯାଇଥିବା ଦାବି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com