କ୍ରୀଡ଼ା

ରାଜକୋଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଶତକ ହାସଲ କରିଥିଲେ

ରାଜକୋଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଶତକ ହାସଲ କରିଥିଲେ। ତାଙ୍କ ଇନିଂସରେ ସେ ୩ଟି ଛକା ମାରିଥିଲେ। ଏହା ସହ ସେ ଟେଷ୍ଟରେ ସର୍ବାଧିକ ଛକା ମାରିବା ମାମଲାରେ ପୂର୍ବତନ ଭାରତୀୟ ଟେଷ୍ଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି।

ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଛକା ମାରିଥିବା ହିଟମ୍ୟାନ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ନାମରେ ୮୦ଟି ଛକା ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com