ଜାତୀୟ

ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍‌କୁ ବଡ ଆଶ୍ୱସ୍ତି ଦେଇ ୧୫ ଦିନ ପର୍ଯ୍ୟନ୍ତ ଏହାର ସେବାକୁ ବୃଦ୍ଧି କରିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍‌କୁ ବଡ ଆଶ୍ୱସ୍ତି ଦେଇ ୧୫ ଦିନ ପର୍ଯ୍ୟନ୍ତ ଏହାର ସେବାକୁ ବୃଦ୍ଧି କରିଛି । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ସୀମା ଫେବୃୟାରୀ ୨୯ରେ ଲାଗୁ ହେବ ନାହିଁ ।

ଏହାର ସେବା ଆଗକୁ ଆହୁରି ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ୧୫ ମାର୍ଚ୍ଚ ପରେ ଲାଗୁ ହେବ । ଏହାର ଅର୍ଥ ପେଟିଏମ୍ ୱାଲେଟ୍‌, ଫାଷ୍ଟଟ୍ୟାଗ ଓ ଗ୍ରାହକଙ୍କ ଖାତାରେ କାରବାର ୧୫ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କରାଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com