ଓଡ଼ିଶା

ରାଜ୍ୟରେ କ୍ରିକେଟର ବିକାଶ ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି

ରାଜ୍ୟରେ କ୍ରିକେଟର ବିକାଶ ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବୃହତ ଯୋଜନା ହାତକୁ ନେଇଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏକକାଳୀନ ୪୧ଟି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବ ।

ଚଳିତ ମାସ ଶେଷ ସପ୍ତାହରେ ବାରବାଟୀ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କ୍ରିକେଟ ଏକାଡେମୀଗୁଡ଼ିକୁ ଶିଳାନ୍ୟାସ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com