ରାଜନୀତି

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏ ସମ୍ପର୍କରେ ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର ଠାକୁରଙ୍କୁ ଏକ ଚିଠି ଲେଖିଛନ୍ତି।

ତ୍‌ଚିଠି ଲେଖି ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏମଏଲସି ରାବ୍ରି ଦେବୀଙ୍କୁ ବିରୋଧୀଦଳର ନେତା କରିବାକୁ ସେ ଅନୁରୋଧ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com