ଜାତୀୟ

ବ୍ୟାଙ୍କକ ରୁ ହିଥ୍ରୋ ଅଭିମୁଖେ ଯାଉଥିବା ଏକ ଥାଇ ଏୟାରୱେଜ ବିମାନରେ ଟଏଲେଟ ଭାଙ୍ଗିବା ପରେ ଜଣେ ବିମାନ କର୍ମଚାରୀଙ୍କୁ ପିଟିଥିଲେ

ବ୍ୟାଙ୍କକ ରୁ ହିଥ୍ରୋ ଅଭିମୁଖେ ଯାଉଥିବା ଏକ ଥାଇ ଏୟାରୱେଜ ବିମାନରେ ଟଏଲେଟ ଭାଙ୍ଗିବା ପରେ ଜଣେ ବିମାନ କର୍ମଚାରୀଙ୍କୁ ପିଟିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ୭ ଫେବୃଆରୀର। ୩୫ ବର୍ଷୀୟ ଯାତ୍ରୀ ଏୟାର ଷ୍ଟିୱାର୍ଡକୁ ଏତେ ଜୋରରେ ପିଟିଥିଲେ ଯେ ସେ ବିମାନ ଚଟାଣରେ ପଡ଼ିଯାଇଥିଲେ।ଏହି ଘଟଣା ପରେ ବିମାନରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।

Related Articles

Back to top button