ଜାତୀୟ

କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ କରିିଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା

କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ କରିିଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାର ନୂଆ ଫର୍ମୁଲା ଆଧାରରେ ଏମଏସପି ଦେବାକୁ ପ୍ରସ୍ତାବ ଦେଇଥିଲେ ।

କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମକ୍କା, କପା, ମୁସର ସମେତ ୫ଟି ଫସଲ ଉପରେ ଏ୨+ଏଫଏଲ+୫୦% ଆଧାରରେ ଫସଲ କିଣିବାକୁ ପ୍ରସ୍ତାବ ରଖିଥିଲା । ହେଲେ କୃଷକ ମୋର୍ଚ୍ଚା ତରଫରୁ କିନ୍ତୁ ସି୨+୫୦% ଫର୍ମୁଲାରେ ଏମଏମସପି ଗ୍ୟାରେଣ୍ଟି ଦାବି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com