Featuredଜାତୀୟରାଜନୀତି

ସଂଜୟ ରାଓତଙ୍କୁ ମିଳିଲା ଜାମିନ

ଶିବସେନା ନେତା ସଂଜୟ ରାଓତଙ୍କୁ ଜାମିନ ମିଳିଛି । ଅର୍ଥ ହେରଫେର ମାମଲାରେ ସଂଜୟ ରାଓତ ୧୦୦ ଦିନରୁ ଅଧିକ ହେବ ଜେଲରେ ରହିଥିଲେ । ପିଏମଏଲଏ କୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । କୋର୍ଟ ତରଫରୁ ସଂଜୟ ରାଉତଙ୍କ ସମେତ ଏହି ମାମଲାରେ ଅଭିଯୁକ୍ତଭାବେ ଜେଲରେ ଥିବା ପ୍ରବୀଣ ରାଉତଙ୍କୁ ବି ଜାମିନ ପ୍ରଦାନ କରିଛନ୍ତି । ପାତ୍ରାଚଂଳ ଜମି ଦୁର୍ନୀତି ମାମଲାରେ ଅଗଷ୍ଟ ମାସରେ ସଂଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।

Related Articles

Back to top button
WP Twitter Auto Publish Powered By : XYZScripts.com