ଓଡ଼ିଶା

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ । ପ୍ରଥମ ଦିନରେ ଦୁଲିକିଲା ୫ଟି ଯାତ୍ରା ପେଣ୍ଡାଲ । ନାଟକ ଦେଖିବା ପାଇଁ ପ୍ରଥମ ସନ୍ଧ୍ୟାରେ ଯତ୍ରାପ୍ରେମୀଙ୍କ ଲାଗିଥିଲା ଭିଡ଼ ।

ଅନ୍ୟପଟେ ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ଯାତ୍ରା କମିଟି ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା । ଚଳିତବର୍ଷ ସାମିଲ ହୋଇଛନ୍ତି ୧୨ ଟି ବଛା ବଛା ଅପେରା ପାର୍ଟି ।ପ୍ରଥମ ସନ୍ଧ୍ୟାରେ ୫ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com