ଜାତୀୟ

ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ

ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି।

କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ ରପ୍ତାନିକାରୀ । ମାଚ୍ଚରେ ପିଆଜ ପୁଣିଥରେ ଖାଉଟିଙ୍କୁ କଲବଲ କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଖରିଫ ଫସଲ ନ ଆସିବା ଯାଏ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦେଶରେ ବଡ଼ ଧରଣର ଯୋଗାଣ ସଂକଟ ଦେଖାଦେବ ବୋଲି ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com