ଜାତୀୟ

ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ

ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ୫ବର୍ଷର ଏମଏସପି ଗ୍ୟାରେଣ୍ଟିର ପ୍ରସ୍ତାବ ସରକାର ଦେଇଛନ୍ତି । ଚାଷୀ ସଂଗଠନ କହିଛନ୍ତି ଚାଲିଛି ବିଚାରବିମର୍ଶ ।

୨ଦିନ ପରେ ସରକାରଙ୍କୁ ଦେବୁ ଜବାବ । ୨୦ ତାରିଖ ସୁଦ୍ଧା ସମାଧାନ ନମିଳିଲେ ୨୧ରୁ ବିକ୍ଷୋଭ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସେପଟେ ମିଳିଥିବା ସୂଚନା ଅନୁସାରେ ମିଳିତ କିଷାନ ମୋର୍ଚ୍ଚା ସରକାରଙ୍କ ପ୍ରସ୍ତାବକୁ ଖାରଜ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com