ଜାତୀୟ

ଉତ୍ତର ପ୍ରଦେଶ ଅଗ୍ରାର ୟୁପିଏମଆରସି ତରଫରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନର ନାମ ବଦଳାଯାଇ ମନକାମେଶ୍ୱର ମେଟ୍ରୋ ଷ୍ଟେସନ ନାମରେ ନାମିତ କରାଯାଇଛି

ଉତ୍ତର ପ୍ରଦେଶ ଅଗ୍ରାର ୟୁପିଏମଆରସି ତରଫରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନର ନାମ ବଦଳାଯାଇ ମନକାମେଶ୍ୱର ମେଟ୍ରୋ ଷ୍ଟେସନ ନାମରେ ନାମିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏବେ ଷ୍ଟେସନରେ ଲାଗିଥିବା ପୁରୁଣା ହୋଡିଂକୁ ବଦଳାଇ ଦିଆଯାଇଛି । କିଛିଦିନ ଧରି ଜାମା ମସଜିଦ୍ ମେଟ୍ରୋ ଷ୍ଟେସନର ନାମ ବଦଳାଇବାକୁ ଦାବି ହୋଇଆସୁଥିଲା । ଷ୍ଟେସନ ନିକଟରେ ମନକାମେଶ୍ୱର ନାଥ ମହାଦେବ ମନ୍ଦିର ଥିବାରୁ ଏହି ନାମରେ ଷ୍ଟେସନର ନାମକରଣ କରିବାକୁ ଦାବି ହେଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com