ଜାତୀୟ

ଗତ ୧୭ ବର୍ଷ ମଧ୍ୟରେ ଭାରତ ‘କ୍ରିଂକ୍ରିଟ୍ ଜଙ୍ଗଲ’ରେ ପରିଣତ ହୋଇଯାଇଛି

ଗତ ୧୭ ବର୍ଷ ମଧ୍ୟରେ ଭାରତ ‘କ୍ରିଂକ୍ରିଟ୍ ଜଙ୍ଗଲ’ରେ ପରିଣତ ହୋଇଯାଇଛି । ୨୦୦୫ରୁ ୨୦୨୩ ମଧ୍ୟରେ ଦେଶରେ କନଷ୍ଟ୍ରକସନ ଅଞ୍ଚଳ ୨୫ ଲକ୍ଷ ହେକ୍ଟର ବଢ଼ି ଯାଇଛି ।

ଦେଶରେ ସହରୀକରଣ ଓ ଭିତ୍ତିଭୂମି ହାର କେଉଁ ମାତ୍ରାରେ ବୃଦ୍ଧି ପାଇଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ହେଉଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟରର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com