Breaking Newsକ୍ରୀଡ଼ା

ଆଜି ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ

ଆଜି ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ଭ୍ରମଣକାରୀ ଇଂଲିଶ ଟିମ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି।

ଚୂଡ଼ାନ୍ତ ଏକାଦଶରେ ଦଳ ଦୁଇଟି ପରିବର୍ତ୍ତନ କରିଛି।ଲେଗ ସ୍ପିନର ରେହାନ ଅହମଦ ଓ ସ୍ପିଡଷ୍ଟାର ମାର୍କ ଉଡ୍‌ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ ଶୋଏବ ବଶିର ଓ ଓଲି ରବିନସନଙ୍କୁ ସୁଯୋଗ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com