ଜାତୀୟ

ରାଜସ୍ଥାନ ରାଜଧାନୀ ଜୟପୁର ଟ୍ରାଫିକ୍‌ରେ ଭିଆଇପିଙ୍କ ଗମନାଗମନକୁ ନେଇ ଏବେ ସାଧାରଣ ଜନତାଙ୍କୁ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ

ରାଜସ୍ଥାନ ରାଜଧାନୀ ଜୟପୁର ଟ୍ରାଫିକ୍‌ରେ ଭିଆଇପିଙ୍କ ଗମନାଗମନକୁ ନେଇ ଏବେ ସାଧାରଣ ଜନତାଙ୍କୁ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି କେହି ବି ଭିଆଇପି ଆସିବା ପୂର୍ବରୁ ରାସ୍ତା ବନ୍ଦ ପରମ୍ପରା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଟ୍ରାଫିକ୍‌ରେ ସାଧାରଣ ଜନତାଙ୍କ ପରି ଗମନାଗମନ କରିବେ । ଟ୍ରାଫିକ୍ ଜାମ୍‌କୁ ଦେଖି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ନିଷ୍ପତ୍ତି ନେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com