ବିଜ୍ଞାନ ଓ ପ୍ରଯୁକ୍ତି

ମହାକାଶ ଜଗତରୁ ଆସିଛି ଏକ ବଡ଼ ଖବର।

ମହାକାଶ ଜଗତରୁ ଆସିଛି ଏକ ବଡ଼ ଖବର। ପୃଥିବୀ ଆଡକୁ ମାଡିଆସୁଛି ERS-2 ନାମକ ଏକ ସାଟେଲାଇଟ୍‌ । ଏହା ଆଉ କିଛି ସମୟ ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ।

ଏନେଇ ବୈଜ୍ଞାନିକମାନେ ସତର୍କ ରହିଛନ୍ତି। ପ୍ରାୟ ଦୀର୍ଘ ୩୦ ବର୍ଷ ପରେ ଏହି ସାଟେଲାଇଟ୍‌ ମାଡି ଆସୁଥିବା ନେଇ ଜଣାପଡିଛି। ତେବେ ଏହା ପୃଥିବୀ ଉପରେ ଖସି ପଡିଲେ ତାହାର ପ୍ରଭାବ କ’ଣ ରହିବ ସେନେଇ ଚର୍ଚ୍ଚା ଲାଗି ରହିଛି। ଏଭଳି ପରିସ୍ଥିତିରେ ଏହା ପୃଥିବୀ ପୃଷ୍ଠଭାଗରେ ଖସିପଡିବ ନା ବାୟୁମଣ୍ଡଳରେ ସଂପୂର୍ଣ୍ଣ ନଷ୍ଟ ହୋଇଯିବ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com