ବିଜ୍ଞାନ ଓ ପ୍ରଯୁକ୍ତି

ଆସନ୍ତାକାଲି କଟକ ସହରର ସ୍କୁଲ୍‌, କଲେଜ ଦିନ ୨ଟାରୁ ଛୁଟି

    ଭୁବନେଶ୍ୱର, ୧୦/୦୧/୨୦୨୩ –   ବାରବାଟୀ ଷ୍ଟାଡିୟମରେ ଆୟୋଜନ ହୋଇଛି ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ । ଏଥିପାଇଁ ବୁଧବାର କଟକ ସହରରେ ଥିବା ସମସ୍ତ ସ୍କୁଲ୍‌, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରିଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୩ ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com