Breaking Newsରାଜନୀତି

ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ

ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏହାସହିତ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ହୋଇଛି ।

ଏହା ବିରୋଧରେ ପ୍ରତିବାଦ କରିବାକୁ ଯାଇ କଂଗ୍ରେସ ସରକାର ବିରୋଧରେ ଲୋକସେବା ଭବନ ଘେରାଉ କରିବ । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com