ଜାତୀୟରାଜନୀତି

ରାଜ୍ୟସଭାର ୫୬ ଆସନ ମଧ୍ୟରୁ ୪୧‌ରେ ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇ ସାରିଛନ୍ତି

ରାଜ୍ୟସଭାର ୫୬ ଆସନ ମଧ୍ୟରୁ ୪୧‌ରେ ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ବିଜେପିର ଜେପି ନଡ୍ଡା ବିନା ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି।

ଏବେ ଅବଶିଷ୍ଟ ୧୫ ଆସନ ପାଇଁ ଫେବ୍ରୁଆରୀ ୨୭ ଅର୍ଥାତ ମଙ୍ଗଳବାର ଦିନ ମତଦାନ କରାଯିବ। ଅବଶିଷ୍ଟ ୧୫ ଆସନ ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com