ଅନ୍ତର୍ଜାତୀୟ

ସ୍ପେସ୍‌ଏକ୍ସ ପରି ରକେଟ୍ ଆସିବା ପରେ ମହାକାଶ ଯାତ୍ରା ବହୁତ ସହଜ ହୋଇଯାଇଛଇ

ସ୍ପେସ୍‌ଏକ୍ସ ପରି ରକେଟ୍ ଆସିବା ପରେ ମହାକାଶ ଯାତ୍ରା ବହୁତ ସହଜ ହୋଇଯାଇଛଇ । ବହୁ କମ୍ପାନୀ ଏବେ ମହାକାଶ ଯାତ୍ରା କରାଇବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ।

ଏମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଫ୍ଲୋରିଡାର କମ୍ପାନୀ ସ୍ପେସ୍ ପର୍ସପେକ୍‌ଟିଭ୍ । ଏହି କମ୍ପାନୀ ବେଲୁନ୍‌ରେ ଲୋକଙ୍କୁ ମହାକଶ ପଠାଇବାକୁ ପ୍ରସ୍ତୁତି କରୁଛି । ଏହା ସହିତ ଏଥିରେ ଆପଣଙ୍କୁ ପଞ୍ଚତାରକା ହୋଟେଲର ମଜା ବି ମିଳିବ । ଏକ ସଙ୍ଗେ ୮ ଜଣ ଯାତ୍ରୀଙ୍କୁ ଡିନର, ପାର୍ଟି ଆୟୋଜନ କରିବା ଏପରିକି ବିବାହ କରିବାର ସୁଯୋଗ ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com