Featuredଓଡ଼ିଶାମନୋରଞ୍ଜନ

ପୁଣି ବିବାହ କଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଅନୁଭବ ମହାନ୍ତି ଆଉଥରେ ବିବାହ କରିଥିବା ନେଇ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ପ୍ରକୃତ କଥା ସାମ୍ନାକୁ ଆସିଛି।ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ମଣ୍ଡପରେ ଅନୁଭବ ମହାନ୍ତି ଓ ଜଣେ ଝିଅଙ୍କର ବିବାହ ବେଳର ଦୃଶ୍ୟ ଭାଇରାଲ ହେଉଛି। ଏହା ପରେ ଅନୁଭବ ପୁଣି ବିବାହ କରୁଛନ୍ତି ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଅନୁଭବ ବରବେଶ ପଛର ସତ ପଦାକୁ ଆସିଛି। ମିଳିଥିବା ସୂଚନାନୁସାରେ, ଅନୁଭବଙ୍କ ଆଗାମୀ ଫିଲ୍ମ ପାଇଁ ଚାଲିଥିବା ସୁଟିଂ ବେଳେ ବରବେଶରେ ନଜର ଅସିଛନ୍ତି ଅନୁଭବ ମହାନ୍ତି। ବାରିପଦାର ଏକ ମଣ୍ଡପରେ ଫିଲ୍ମ ସୁଟିଂ ଚାଲିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com