ଜାତୀୟ

ମଧ୍ୟପ୍ରଦେଶର ଉଜ୍ଜୈନ ସହର ନାଁରେ ଆଉ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି

ମଧ୍ୟପ୍ରଦେଶର ଉଜ୍ଜୈନ ସହର ନାଁରେ ଆଉ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି । ଏଠାରେ ଲାଗିଛି ବିଶ୍ବର ପ୍ରଥମ ବୈଦିକ ଘଡ଼ି ।

ଆସନ୍ତା ମାର୍ଚ୍ଚ ୧ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିବେ। ଭାରତୀୟ କାଳଗଣନା ଅନୁସାରେ ଏହା ୩୦ ଘଣ୍ଟିଆ ଦିନରାତି ଦେଖାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com