ଜାତୀୟ

ଦେଶର ୧୪ ନୂଆ ବିମାନ ବନ୍ଦରରେ ଆରମ୍ଭ କରାଯିବ ଡିଜି ଯାତ୍ରା ସର୍ଭିସ୍

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଆରମ୍ଭ କରାଯିବ ଡିଜି ଯାତ୍ରା ସର୍ଭିସ୍ । ଏହା ଦ୍ବାରା ବିମାନ ଯାତ୍ରା ଅଧିକ ସହଜ ହୋଇ ପାରିବ।

ଏହାଦ୍ବାରା ଯାତ୍ରୀଙ୍କୁ ଚେକ୍-ଇନରେ କମ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ ,ମୁମ୍ବାଇ ସମେତ ୧୩ଟି ବିମାନ ବନ୍ଦରରେ ଊପଲବ୍ଧ ହେଉଛି। ଏହି ସେବା ଦ୍ବାରା ଯାତ୍ରୀଙ୍କୁ ଟ୍ରର୍ମିନାଲ ଲାଇନରେ ଛିଡ଼ା ହେବାକୁ ପଡ଼ି ନ ଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com