କ୍ରୀଡ଼ା

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ୍‌ ଇନଷ୍ଟାଗ୍ରାମରେ ଏ ନେଇ ଏକ ପୋଷ୍ଟ କରିଛନ୍ତି।

ପୋଷ୍ଟରେ ସେ ସୁସ୍ଥ ହେବା ଲାଗି କରୁଥିବା ବ୍ୟାୟାମର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଫିଟ୍‌ ନଜର ଆସୁଥିଲେ ହେଁ ଚାଲିବାରେ ଅସୁବିଧା ହେଉଥିବା ଦେଖାଯାଉଛି।

Related Articles

Back to top button