ମନୋରଞ୍ଜନ

ସାଉଥ୍ ତଥା ବଲିଉଡ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରଶଂସକ ସର୍ବଦା ଅଧିକ

ସାଉଥ୍ ତଥା ବଲିଉଡ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରଶଂସକ ସର୍ବଦା ଅଧିକ। ସାଉଥ୍ ବ୍ୟତୀତ ରଜନୀକାନ୍ତ ବଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। କିନ୍ତୁ ଏହି ସୁପରଷ୍ଟାର ଦୀର୍ଘ ୨୪ ବର୍ଷ ଧରି ବଲିଉଡ୍‌ ଫିଲ୍ମରୁ ଦୂରେଇ ରହିଛନ୍ତି।

କିନ୍ତୁ ବର୍ତ୍ତମାନ ରଜନୀକାନ୍ତ ତାଙ୍କର ୨୪ ବର୍ଷର ବନବାସ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୁଣି ଥରେ ବଲିଉଡ୍‌ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com