ଜାତୀୟ

ଉପଭୋକ୍ତାଙ୍କୁ ଫେରାଇଲେ ନାହିଁ ମାତ୍ର ୧୨ ଟଙ୍କା

ଉପଭୋକ୍ତାଙ୍କୁ ଫେରାଇଲେ ନାହିଁ ମାତ୍ର ୧୨ ଟଙ୍କା। ହେଲେ ଏବେ ୩ ଲକ୍ଷରୁ ଅଧିକ ଟଙ୍କା ତଣ୍ଡ ଗଣିବେ । ଷ୍ଟେସନରେ ଗାଡି ପାର୍କିଂକୁ ନେଇ ସମ୍ବଲପୁରରେ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଜଣେ ସ୍ଥାନୀୟ ବାସିନ୍ଦା।

ଖାଉଟି ଅଦାଲତ ମାମଲାରେ ଫଇସଲା କରି ଶୁଣାଇଛନ୍ତି କ୍ଷତିପୂରଣ। ମାମଲାର ଶୁଣାଣି କରି ଅଦାଲତ ସମ୍ପୃକ୍ତ ଠିକାଦାରଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା କ୍ଷତିପୂରଣ, ୧୦ ହଜାର ଟଙ୍କା ମୋକଦ୍ଦମା ବାବଦ ଖର୍ଚ୍ଚ ଏବଂ ଫେରସ୍ତ କରି ନ ଥିବା ୧୨ ଟଙ୍କା ୧୨ ପ୍ରତିଶତ ସୁଧ ସହ ଗ୍ରାହକଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com