ଜାତୀୟ

ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ନିକଟରେ ଘର ଭଙ୍ଗା କାମ ଆରମ୍ଭ କରିଛି

ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ନିକଟରେ ଘର ଭଙ୍ଗା କାମ ଆରମ୍ଭ କରିଛି। ‌ଏବେ ଜାଣିବାକୁ ମିଳିଛି ‌ଯେ ଭଙ୍ଗା ଯାଇଥିବା ଘର ମଧ୍ୟ‌ରୁ ଗୋଟାଏ ଘର ଉତ୍ତରାଖଣ୍ଡ ଟନେଲ ଉଦ୍ଧାର କାର୍ୟ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଖଣି ଖନନକାରୀ ଭାକେଲ ହାସନଙ୍କର ଥିଲା।

ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରେ ଗୃହ ଭଙ୍ଗା କାର୍ୟ୍ୟ ଚାଲିବା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭଙ୍ଗାଯିବା ଏକ ବ୍ୟାପକ ପ୍ରୟାସର ଅଂଶ ବୋଲି ଡିଡିଏ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com