କ୍ରୀଡ଼ା

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ଏବେ ୯୧କୋଟି ଟଙ୍କାର ମାଲିକ ଅଟନ୍ତି

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ଏବେ ୯୧କୋଟି ଟଙ୍କାର ମାଲିକ ଅଟନ୍ତି। ବିଭିନ୍ନ ମ୍ୟାଚ୍, ବିଜ୍ଞାପନ ଓ ବ୍ୟବସାୟରେ ନିବେଶ କରି ମାସକୁ କୋଟି କୋଟି ଟଙ୍କା ଆୟ କରନ୍ତି ହାର୍ଦ୍ଦିକ।

ମାସକୁ ସେ କ୍ରିକେଟରୁ ୧.୨କୋଟି ଟଙ୍କା ଆୟ କରୁଥିବା ବେଳେ ବୋଟ୍, ଓପୋ, ଗଲ୍ଫ ଅଏଲ, ହାଲା ପ୍ଲେ, ଷ୍ଟାର ସ୍ପୋର୍ଟସ, ଜିଲେଟ୍, ଜ୍ୟାଗେଲ ଓ ସିନ୍ ଡେନିମ୍ ଭଳି ବ୍ରାଣ୍ଡର ଅମ୍ବାସାଡାର ଭାବେ ଟଙ୍କା ଆୟ କରୁଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com