ଅନ୍ତର୍ଜାତୀୟ

ରୁଷ୍ ରେ ପୁଣି ପୁଟିନଙ୍କ ରାଜ୍

ରୁଷ୍ ରେ ପୁଣି ପୁଟିନଙ୍କ ରାଜ୍। ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ନିର୍ବାଚନରେ ରେକର୍ଡ ବିଜୟ ସହ ପୁଟିନ ଇତିହାସ ରଚିଛନ୍ତି। ପୁଟିନଙ୍କୁ ମିଳିଛି ୮୮ ପ୍ରତିଶତ ଭୋଟ୍। ବହୁ ବିରୋଧ ସତ୍ତ୍ୱେ ପୁଟିନଙ୍କୁ ପୁଣି ଥରେ ଜିତାଇଛନ୍ତି ମତଦାତା। ୧୯୯୯ ମସିହାରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ପୁଟିନ ରୁଷରେ କ୍ଷମତାରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com